ଭୁବନେଶ୍ୱର: ମାସେ ଧରି ନିରାମିଷ ପରେ ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ସରିବା ପରେ ଆଜି ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭୁବନେଶ୍ୱର ୟୁନିଟ୍-୪, ଏକ ନମ୍ବର ହାଟ, ବଡ଼ଗଡ଼ ହାଟ ସମେତ ବିଭିନ୍ନ ମାର୍କେଟରେ ମାଛ, ମାଂସ କିଣିବା ପାଇଁ ଲୋକଙ୍କ ଗହଳି ଲାଗିଛି।
powered by social2s

