ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତିରାଜ ଖୋସଲା ଙ୍କ ପରଲୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତିରାଜ ଖୋସଲା ଙ୍କର ଆଜି ପରଲୋକ ହୋଇଛି।
 
ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା।
 
କିଛି ଦିନ ହେବ କୋଭିଡ ରେ ଆକ୍ରାନ୍ତ ହୋଇ କଟକ ବକ୍ସିବଜାର ସ୍ଥିତ ବାସ ଭବନ ରେ ଚିକିତ୍ସିତ ହେଉଥିଲେ ଶାନ୍ତିରାଜ। 
 
ତେବେ ଆଜି ତାଙ୍କ ଦେହ ହଠାତ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲ ନେବା ବାଟରେ ତାଙ୍କର ଦେହାନ୍ତ ହୋଇଥିଲା।
 
ବହି ଆଲବମ ଓ ଅଲିଉଡ ସିନେମା ରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ଶାନ୍ତିରାଜ।
 
 
 
powered by social2s