ବୌଦ୍ଧରେ ବାଘ ଛାଲ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଜାଲରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲା କପାସିରା ଗାଁରେ ବାଘ ଛାଲ ବିକ୍ରି ବେଳେ ଧରା ପଡିଲା ବେପାରୀ ହର ରଣା। ବାଘ ଛାଲ ସହ ବନ୍ଧୁକ, ଗୁଳି, ସୀସା ଓ ବାରୁଦ ଜବତ।

powered by social2s