ବାରିପଦା: ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରୁ ପଶ୍ଚିମବଙ୍ଗର ଶାଲିମାରକୁ ଏଲେକ୍ଟ୍ରିକ ଟ୍ରାକ୍ ରେ ଗଡ଼ିଲା ଟ୍ରେନ।
ଆଜି ସକାଳ ୬:୩୦ ରେ ଗଡ଼ିଲା ପ୍ରଥମ ବିଦ୍ୟୁତ ଚାଳିତ ରେଳ ଇଞ୍ଜିନ।
ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
ଖୁବ ଶୀଘ୍ର ବାଙ୍ଗିରିପୋଷି ରେଳ ଟ୍ରାକ୍ କୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସୂଚନା ମିଳିଛି।
powered by social2s

