ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଜଣେ ଯୁକ୍ତ ୨ ଛାତ୍ରୀ। ଉଚିତ ମୂଲ୍ୟାୟନ ଦାବିରେ ହାତ କାଟିଲେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପ୍ ଆଉଟ୍ ଛାତ୍ରୀ। ଦଶମ ନମ୍ବର ଆଧାରରେ ଯୁକ୍ତ ୨ ମୂଲ୍ୟାୟନ ଦାବିରେ ସେ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଆହତ ଛାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ।
powered by social2s

