ବଢୁଛି ଜଳକା ନଦୀର ଜଳସ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଢୁଛି ଜଳକା ନଦୀର ଜଳସ୍ତର ଜଳେଶ୍ବର: ବିପଦ ସଂକେତ ଉପରେ ରହିଛି ଜଳକା ନଦୀର ଜଳସ୍ତର। ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାଣି ଠାରେ ୬.୧୦ ମିଟର ରେ ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଲଗାଣ ବର୍ଷା ହେବାରୁ ବୃଦ୍ଧି ପାଇଛି ଜଳସ୍ତର।

powered by social2s