ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକଲାଗି ନୀତି ।ମଧ୍ୟାହ୍ନ ଧୂପ ପରେ ହେବ ସ୍ଵତନ୍ତ୍ର ନୀତି । ଦିନ ୪ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଦତ୍ତ ମହାପାତ୍ର ସେବକଙ୍କ ଦ୍ଵାରା ସମ୍ପାଦିତ ହେବ ଗୁପ୍ତ ନୀତି।
powered by social2s