ନନ୍ଦନକାନନରେ ଗାଇଡଙ୍କୁ କାମୁଡ଼ିଲା ଭାଲୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ଚିଡ଼ିଆଖାନା ସଫାରୀରେ ଜଣେ ଗାଇଡଙ୍କୁ କାମୁଡ଼ିଲା ଭାଲୁ। ଗୁରୁତର ଅବସ୍ଥାରେ ଗାଇଡଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ଖାଦ୍ୟ ଦେଉଥିବା ସମୟରେ ଆକ୍ରମଣ କରିଥିଲା ଭାଲୁ ।

 

powered by social2s