ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଅସାନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେଇପାରେ। ଲଘୁଚାପ ପ୍ରଭାବରେ ଅକ୍ଟୋବର ୨୮ ତାରିଖରୁ ତିନି ଦିନ ଓଡ଼ିଶାରେ ହାଲୁକା ରୁ ମଧ୍ୟମ ବର୍ଷା ହୋଇପାରେ।
powered by social2s