କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ରେ ହାତୀ ଉପଦ୍ରବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନିଶ୍ଚିନ୍ତକୋଇଲି: ଏକ ବଣୁଆ ହାତୀ ବର୍ତମାନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ କଟିକଟା ଅଞ୍ଚଳ ଦେଇ କେଣ୍ଟାଳ ମଲିପୁର ମାଳିଆ ଛକ ଅଞ୍ଚଳରେ ନିଜର ଉପଦ୍ରବ ଜାରି ରଖିଛି। ବର୍ତମାନ ହାତୀ ସୁକରପଡ଼ା ଅଞ୍ଚଳ ଓ କଟରପଡ଼ା ଅଞ୍ଚଳ ଅଭିମୁଖେ ଅଛି। ତେଣୁ ସମସ୍ତଙ୍କୁ ସାବଧାନ ରହିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

powered by social2s