ସୁବର୍ଣ୍ଣପୁର/ନୂଆପଡ଼ା :ସନ୍ ସାଇନ୍ ପବ୍ଲିକ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଓ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଛି । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତପା ଦାବି କରୁଛି ବିଜେପି । ଏହି ୨ଟି ଜିଲ୍ଲାରେ ଦୋକାନ ବଜାର ବନ୍ଦ ଓ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।
powered by social2s

