ଭୁବନେଶ୍ୱର: ପ୍ରଫେସର ଡାକ୍ଟର ରମାରମଣ ମହାନ୍ତି ହେଲେ Directorate of Medical Education and Training (DMET) ର ନିର୍ଦେଶକ। ପ୍ରଫେସର ଡାକ୍ଟର ସିବିକେ ମହାନ୍ତିଙ୍କ ସ୍ଥାନରେ ନିଯୁକ୍ତି ପାଇଲେ ରମାରମଣ ମହାନ୍ତି। ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ ଡାକ୍ତର ସିବିଜେ ମହାନ୍ତି। ବର୍ତ୍ତମାନ ବାରିପଦା PRM ମେଡିକାଲ୍ କଲେଜ ଡିନ ଅଛନ୍ତି ପ୍ରଫେସର ରମାରମଣ ।
powered by social2s

