ଭୁବନେଶ୍ୱର: ସନ୍ ସାଇନ୍ ପବ୍ଲିକ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ମାମଲାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ବନ୍ଦ ପାଳନ କରାଯାଉଛି । ବୌଦ୍ଧ, ଭଦ୍ରକ,ବାଲେଶ୍ୱର, ଜଗତସିଂହପୁର ଓ ଦେଓଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ପିକେଟିଂ କରାଯିବା ସହ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଉଛି । ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବିଭିନ୍ନ କାର୍ଯ୍ୟାଳୟ ଓ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି।
powered by social2s

