ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ରକ୍ତଚାପ ଜନୀତ ସମସ୍ୟା ଯୋଗୁ ଫୁଲବାଣୀ ସର୍କିଟ ହାଉସ ରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ମନ୍ତ୍ରୀଙ୍କ ଚିକିତ୍ସା କରୁଛି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏୟାର ଲିଫ୍ଟିଂ କରାଯିବ ବୋଲି କହିଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ADMO ଅଭୟ ପଟ୍ଟନାୟକ। ଭୁବନେଶ୍ୱର ରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ କୁ ଯାଉଥିବା ସୂଚନା ମିଳିଛି ।

powered by social2s