କେନାଲରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ବିଦ୍ୟାଧରପୁର-ଶାଳଣିଆ କେନାଳରୁ ଉଦ୍ଧାର ହେଲା ଦୁଇ ନାବାଳକଙ୍କ ମୃତଦେହ। ମୃତକ ହେଲେ ବବୁଲୁ ଦାସ ଓ ହିମାଂଶୁ ରାଉତ। ଅଗ୍ନିଶମ ବହିନୀଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। କେନାଲରେ ଭାସିଯାଇଥିଲେ ଦୁଇ ନାବାଳକ।

powered by social2s