ଆଜିଠୁ ଆରମ୍ଭ ହେଲା ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୂରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ । ପଶ୍ଚିମ ଦ୍ଵାର ଦେଇ ସ୍ଵତନ୍ତ୍ର ବ୍ୟାରିକେଡରେ ଧାଡ଼ି ଦର୍ଶନ କରୁଛନ୍ତି ପୁରୀବାସୀ । ସ୍ଵତନ୍ତ୍ର କିଓସ୍କ ରେ ନିଜର ପରିଚୟପତ୍ର ଓ କୋଭିଡ୍ ପ୍ରମାଣପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବେ । ସର୍ବସାଧାରଣଙ୍କ ପାଇଁ ଚାଲିଛି ସିଂହଦ୍ୱାର ପଟେ ଦର୍ଶନ ।

powered by social2s