ବରଗଡ଼: ବରଗଡ଼ ଜିଲ୍ଲା ଟାଉନ୍ ଥାନା ହାଜତ ମୃତ ଓ ମମିତା ମେହେର ହତ୍ୟା ମାମଲାକୁ କେନ୍ଦ୍ର କରି ବିଜେପି ପକ୍ଷରୁ ଆଜି ୮ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଛି । ସକାଳ ୬ ଟାରୁ ୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ସହରର ଗାନ୍ଧି ଛକରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ।
powered by social2s

