ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇଛି। ହଷ୍ଟେଲ ଗୁଡ଼ିକରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ନଭେମ୍ବର ୧୫ ତାରିଖରୁ PG ପ୍ରଥମ ବର୍ଷ ଅଫଲାଇନ୍ ପାଠପଢ଼ା ଆରମ୍ଭ ହେବ। କୋଭିଡ କଟକଣାରେ ହେବ ପାଠପଢ଼ା। କଲେଜ ଆସିବା ସମୟରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।
powered by social2s

