ଓଡ଼ିଶାରେ କମିଲା ବସ ଭଡ଼ା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର କମିଲା ପରେ ସାଧାରଣ ବସ ଭଡ଼ା କିମି ପିଛା ୯୨ ରୁ ୮୭ ପଇସାକୁ ହ୍ରାସ ପାଇଛି। ସେହିପରି ଏକ୍ସପ୍ରେସ ଓ ଏସି ଡିଲକ୍ସ ବସ ଭଡ଼ା କିମି ପିଛା ୯୬ ରୁ ୯୧ ପଇସାକୁ, ଡିଲକ୍ସ ବସ ଭଡ଼ା ୧ ଟଙ୍କା ୩୫ ରୁ ୧ ଟଙ୍କା ୨୫ ପଇସାକୁ ହ୍ରାସ ପାଇଛି । ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୫୩ ପଇସାକୁ ଓ ସୁପର ପ୍ରିମିୟମ ବସ ଭଡ଼ା ୨ ଟଙ୍କା ୩୮ ପଇସାକୁ କମିଲା ।

powered by social2s