ଭୁବନେଶ୍ୱର ଓ କଟକରେ ଆରମ୍ଭ ହେବ ପୋଲିସ ମିତ୍ର ଅଭିଯାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆରମ୍ଭ ହେବ ପୋଲିସ ମିତ୍ର ଅଭିଯାନ ।

 

ଆପରାଧିକ ପୃଷ୍ଠଭୂମି ନଥିବା ଯୁବକଙ୍କୁ କରାଯିବ ପୋଲିସ ମିତ୍ର,ବସ୍ତିରେ ଅପରାଧ ଓ ଡ୍ରଗ୍ସ କାରବାର ରୋକିବା ଉପରେ ଗୁରୁତ୍ୱ।

 

ପୋଲିସ- ଜନସାଧାରଣ ସମ୍ପର୍କ ମଜଭୁତ କରିବା ଅଭିଯାନ ର ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପୋଲିସ ମିତ୍ର ଚିହ୍ନଟ।

 

୩୦ଟି ବସ୍ତି ରୁ ୧ ହଜାର ପୋଲିସ ମିତ୍ରଙ୍କୁ ବାଛିବ କମିସନରେଟ ପୋଲିସ। ପୋଲିସ ମିତ୍ର ମାନେ ସ୍ବେଚ୍ଛାସେବୀ ଭାବେ କାମ କରିବେ।

 

 

powered by social2s