ଦ୍ୱିତୀୟ ଗାଇଡାନ୍ସ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଖୋର୍ଦ୍ଧା: ଖୋର୍ଦ୍ଧା ଗଡଗୁଡ଼ୁମ୍ ଠାରେ ଦ୍ୱିତୀୟ ଗାଇଡାନ୍ସ ଇଣ୍ଟରନ୍ୟାସନାଲ ସ୍କୁଲ ର ନୂତନ ଗୃହ ନିର୍ମାଣ ପାଇଁ ଶ୍ୟାଳନାସ ହୋଇଛି । ଜଟଣୀ ବିଧାୟକ ସୁର ରାଉତରାୟ ସ୍କୁଲର ଅଧ୍ୟକ୍ଷ ସୁହସିନୀ ପଟ୍ଟନାୟକ ଏବଂ ସମ୍ପାଦକ ସୟେଦ ସରଫରାଜ ଅଲ୍ଲୀ ଙ୍କ ଉପସ୍ଥିତରେ ଫଳକ ଉଦଘାଟନ କରିଥିଲେ । ଏହି ସମୟରେ ସ୍କୁଲ ଗୃହ ନିର୍ମାଣ ପାଇଁ ଶ୍ଯାଳନାସ କରିଥିଲେ ।୧୦ ଏକର ଜାଗାରେ ପ୍ରସ୍ତୁତ ଏହି ଇଣ୍ଟରନ୍ୟାସନାଲ ସ୍କୁଲ ହେବା ପରେ  ଉକ୍ତ ଗ୍ରାମର ଉନ୍ନତି ସହ ଖୋର୍ଦ୍ଧା ଜିଲ୍ଲା ର ଉନ୍ନତି ହେବ ।ଏହି ଗ୍ରାମରେ ଏତେ ବଡ଼ ସ୍କୁଲର ନିର୍ମାଣ ହେଉଛି ଜାଣି ସେ ବହୁତ ଖୁସି ବୋଲି କହିଥିଲେ ଶ୍ରୀ ରାଉତରାୟ ।ଏହି ଅବସରରେ ସ୍କୁଲର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ।

 

powered by social2s