ଭୁବନେଶ୍ୱର: ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କିଶୋର ରଥଙ୍କର ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପରଲୋକ ହୋଇଛି। ୫୮ ବର୍ଷ ବୟସରେ ହୃଦଘାତ ରେ କିଶୋର ଙ୍କ ଦେହାନ୍ତ ହୋଇଛି। "କଟାକ୍ଷ "ଓ "ସ୍ପୋର୍ଟାକ୍ଷ" ପାଇଁ ଘରେ ଘରେ ପରିଚିତ ଥିଲେ କିଶୋର ।
powered by social2s

