କୋଭିଡ ମୃତକଙ୍କୁ ମିଳିବ ସହାୟତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ଅନୁକମ୍ପା ମୂଳକ ରାଶି । ପ୍ରତେକ ପରିବାରକୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ଏଥିପାଇଁ ଆବେଦନକାରୀଙ୍କୁ ଦେଖାଇବାକୁ ପଡ଼ିବ କୋଭିଡ ପଜିଟିଭ ଓ ମୃତ୍ୟୁ ର ପ୍ରମାଣପତ୍ର । ଆବେଦନର ମାସକ ମଧ୍ୟରେ ମିଳିବ ଏହି ସହାୟତା ରାଶି ।

 

powered by social2s