ଓଡ଼ିଶାରେ କଂଗ୍ରେସ ର ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓଡ଼ିଶାରେ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ କରୁଛି କଂଗ୍ରେସ। ଓଡ଼ିଶା ହାଇକୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କରାଯାଉଛି ହରତାଳ ।ହରତାଳକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକ ରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଗତକାଲି ହାଇକୋର୍ଟଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବୋଲି ଜଣାଇଥିଲେ କଂଗ୍ରେସ । ବସ ଓ ଟ୍ରେନ୍ ଚଳାଚଳ ରେ କୌଣସି ବାଧା ସୃଷ୍ଟି ହେବ ନାହିଁ, ଦୋକାନ ବଜାର ବନ୍ଦ ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

powered by social2s