ଭୁବନେଶ୍ୱର: ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଲାଗି ରହିବ କୋହଲା ପାଗ ।ଆଗାମୀ ୩ ରୁ ୪ ଦିନ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କୋହଲା ପାଗ ଯୋଗୁଁ ଧାନ ଓ ପନିପରିବା ଫସଲରେ ରୋଗ ପୋକ ଲାଗିବା ସମ୍ଭାବନା ରହିଛି
powered by social2s