ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କୋଣାର୍କ:ପୁରୀ ଜିଲ୍ଲା ନିମାପଡ଼ା ଥାନା ଆଳିପିଙ୍ଗଳ ଗାଁରେ ପୋଖରୀ ରେ ବୁଡି ଦୁଇ ଜଣ ନାବାଳକଙ୍କ ମୃତୁ ହୋଇଛି ।

ମୃତକ ସାତ ବର୍ଷର ଶକ୍ତି ସାହୁ ଓ ଦଶ ବର୍ଷ ର  ସାଇରାମ ବାରିକ।

 

ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ବୁଡି ଯାଇଥିବା ଆଶଙ୍କା କରାଯାଉଛି ।

 

ପୋଖରୀ କୂଳରେ ଜଣେ ପିଲା ଶକ୍ତି ଓ ସାଇରାମ କୁ ବୁଡି ଯାଉଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଡାକିଥିଲା । ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିମାପଡ଼ା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 

powered by social2s