ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ରେ ଆଜି ବାଘ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଆରମ୍ଭ ହୋଇଛି ବାଘ ଗଣନା ।ଶିମିଳିପାଳର ଉତ୍ତର, ଦକ୍ଷିଣ ଓ କରଞ୍ଜିଆ ଚାଲିଛି ବାଘ ଗଣନା ।ସେହିପରି ରାଇରଙ୍ଗପୂର୍,ବାରିପଦା, ଉଦଳା ବାଙ୍ଗେରୀପୋଷି ଓ ଦେଉଳିରେ ଗଣନା ହୋଇଛି । ଟ୍ରାପ କ୍ୟାମେରା ସହାୟତାରେ ସ୍ଵତନ୍ତ୍ର ଆପ ମାଧ୍ୟମରେ ଗଣନା କରାଯିବ। ୭ ଦିନ ଧରି ଚାଲିଵ ବାଘ ଗଣନା ।
powered by social2s

