ମହାନଦୀରେ ଭାସିଯାଇଥିବା ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କଟକ: ମହାନଦୀରେ ଭାସିଯାଇଥିବା ୪ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

 

ଜଗା ବେହେରା, ଆକାଶ ବହାଲିଆ, ଶୁଭମ ସେଠୀ ଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ। ମୃତକ ଅଷ୍ଟମ ଶ୍ରେଣୀ ଛାତ୍ର ଓ ପୋତପୋଖରୀ ଅଞ୍ଚଳର ।

 

ଗତକାଲି ସେମାନେ କଟକ ଭଦିମୂଳ ଘାଟରେ ବୁଡ଼ିଯାଇଥିଲେ ୪ ଛାତ୍ର।

 

 

powered by social2s