ବଲାଙ୍ଗୀର: ହାତୀ ଆକ୍ରମଣରେ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଭାଲୁପାଳି ଗାଁରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଗୋପାଳ ପୋଢ଼। ଗୋପାଳ ଏକ ଚାଷ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ। ହତିପଲରେ ରହିଛନ୍ତି ୩୧ ଟିକିଆ ହାତୀ।
powered by social2s