ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ୪୭ଟି ଟିମ୍ ପ୍ରସ୍ତୁତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ର ପ୍ରସ୍ତୁତି ଆରମ୍ଭ ହୋଇଛି ।ମୋଟ ୪୭ ଟି ସ୍ୱତ୍ରନ୍ତ୍ର ଟିମ୍ ନିୟୋଜିତ କରାଯାଇଛି ।ଯେଉଁ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁବ ସେଠାକୁ ଯିବେ ଅଧିକ ଟିମ୍ ।ଏହା ଛଡ଼ା ୩୩୯ଟି ଅଗ୍ନିଶମ କେନ୍ଦ୍ରରେ ସଗାଜ୍ ଅଛନ୍ତି ଗୋଟିଏ ଲେଖାଁଏ ଟିମ୍ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ର ବରିଷ୍ଠ ଅଧିକାରୀ ମହେଶ୍ୱର ସ୍ବାଇଁ ।

powered by social2s