କଳାହାଣ୍ଡି: ଆଜି ୧୨ ଘଣ୍ଟିଆ ମଦନପୁର ଓ ରାମପୁର ବନ୍ଦ ଡାକରା ହୋଇଛି । କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଳକକୁ ରାଜ୍ୟସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା କରିଛି । ଏହାର ପ୍ରଭାବରେ ରାମପୁର-ଭୁବନେଶ୍ୱର, ରାମପୁର-ଭବାନୀପାଟଣା ଏବଂ ବଲାଙ୍ଗିର କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଥିସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି ।
powered by social2s

