ପୁରୀରେ ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀରେ ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ କଲା କୃଷି ବିଭାଗ। କୃଷି, ଉଦ୍ୟାନ କୃଷି, ପରିସଂଖ୍ୟାନ ଓ ରାଜସ୍ବ ବିଭାଗକୁ ନେଇ ଗଠନ ହୋଇଛି ଟିମ୍। ୩୫ ରୁ ୪୦ ହଜାର ହେକ୍ଟର ଜମିରେ ପାଣିରେ ବୁଡ଼ିଛି ଫସଲ। ଦୁଇ ଦିନ ଭିତରେ ଆକଳନ ପାଇଁ ରହିଛି ନିର୍ଦେଶ। ଜଳସେଚିତ ଜମି ପାଇଁ ୧୪ ହଜାର ୫୦୦ ଟଙ୍କାର କ୍ଷତିପୂରଣ ଦିଆଯିବ। ଅଣଜଳସେଚିତ ଜମି ପାଇଁ ୬ ହଜାର ୮୦୦ ଟଙ୍କାର କ୍ଷତିପୂରଣ ଦିଆଯିବ। ଡିସେମ୍ବର ୧୦ ତାରିଖରେ ବିଜୁ ଜନତା ଦଳରେ ଯୋଗଦେବେ ପ୍ରଫୁଲ୍ଲ ମାଝୀ। ସୁନ୍ଦରଗଡରେ ଘୋଷଣା କଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ । ବିଶୃଙ୍ଖଳିତ ଦର୍ଶାଇ ପ୍ରଫୁଲ୍ଲ ଙ୍କୁ କଂଗ୍ରେସ ରୁ ବହିଷ୍କାର କରାଯାଇଛି।

powered by social2s