ଭୁବନେଶ୍ୱର: ଓଡ଼ିଶା ସରକାର ପଠାଇଥିବା ୨୪୬ ଟି ନମୁନା ବିଦେଶ ଫେରନ୍ତାଙ୍କ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଲେ ILS ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ।ସବୁଯାକ ନମୁନା ଓମିକ୍ରନ ସଂକ୍ରମିତ ଦେଶରୁ ଫେରିଥିବା ଲୋକଙ୍କର ନୁହେଁ , ଭୁଲ୍ ରେ ଏହିଭଳି ସୂଚନା ଦିଆଯାଇଥିବା କହିଲେ ଡକ୍ଟର ପରିଡ଼ା ।
powered by social2s

