ବ୍ରହ୍ମପୁରରେ ଜବରଦଖଲ ଉଚ୍ଛେଦ ବେଳେ କାନ୍ଥ ପଡି ମହିଳା ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଢ଼ିପସାହିରେ କାନ୍ଥ ପଡ଼ି ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ଘଟିଛି ଏହି ଅଘଟଣ। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଟେକା ମାଡ଼ରେ ବ୍ରହ୍ମପୁର ମହାନଗର ନିଗମର କିଛି କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା।

powered by social2s