BSKY ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ଖୋର୍ଦ୍ଧା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: BSKY ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ଖୋର୍ଦ୍ଧା, ବେଗୁନିଆରେ BSKY କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଉପକୃତ ହେବେ ଜିଲ୍ଲାର ୪ଲକ୍ଷ ପରିବାର ର ୧୬ଲକ୍ଷ ହିତାଧିକାରୀ।

ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ୯୮୬ କୋଟିର ପ୍ରକଳ୍ପ ଭେଟିଦେଲେ ନବୀନ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି ଖୋର୍ଦ୍ଧାର ମିସନ ଶକ୍ତି ମାମାନେ ପରିବାର ବିକାଶର ସାରଥୀ ସାଜିଛନ୍ତି,୨୬ ହଜାର SHGର ମହିଳାମାନେ ୪୩୨ କୋଟି ଟଙ୍କାର ଋଣ ନେଇଛନ୍ତି। ଏହି ଋଣର ପରିମାଣ ସାରା ରାଜ୍ୟରେ ଏକ ରେକର୍ଡ।

 

powered by social2s