ପୁରୀ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ନିଆଖିଆ ବ୍ରିଜ ନିକଟରେ ଏକ ମୃତ ଗାଡ଼ ଭାଲୁ ଠାବ ହୋଇଛି। ଗାଡ଼ି ଧକ୍କାରେ ଭାଲୁଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏହି ଅଞ୍ଚଳରେ ଗାଡ଼ ଭାଲୁ ପ୍ରଥମ ଥର ଠାବ ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ।
powered by social2s