ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୧୯ ତାରିଖରୁ ବଢ଼ିବ ଶୀତ। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଶୀତର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ୬.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର। ଫୁଲବାଣୀରେ ୭.୫, କୋରାପୁଟରେ ୯, ଟିଟିଲାଗଡ଼ ୯.୩, ଝାରସୁଗୁଡ଼ା ୯.୬ ଓ କେନ୍ଦୁଝରରେ ୯.୬ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି ଭବାନୀପାଟଣା ରେ ରାତ୍ରି ତାପମାତ୍ରା ରହିଥିଲା ୧୦ ଡିଗ୍ରୀ।
powered by social2s

