ଭୁବନେଶ୍ୱରରେ ଧରା ପଡ଼ିଲା ପକେଟମାରୁ ନାବାଳିକା ଗ୍ୟାଙ୍ଗର ସଦସ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ପକେଟମାରୁ ନାବାଳିକା ଗ୍ୟାଙ୍ଗର ଜଣେ ସଦସ୍ୟକୁ ପୋଲିସ ଅଟକ ରଖିଥିବା ସୂଚନା। ରସୁଲଗଡ଼ ଅଞ୍ଚଳରେ ଜଣେ ଯୁବତୀଙ୍କ ବ୍ୟାଗରୁ ଲୁଟ ବେଳେ ଗ୍ୟାଙ୍ଗର ଜଣେ ସଦସ୍ୟକୁ କାବୁ କରି ସହିଦନଗର ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକ। ଗ୍ୟାଙ୍ଗର ସଦସ୍ୟ ଜଣକ ବାହାର ରାଜ୍ୟର ବାସିନ୍ଦା ହୋଇଥିବା ଜଣାପଡ଼ିଛି।

powered by social2s