ବୁର୍ଲା: ବୁର୍ଲା ଭିସୁଟ୍ ର ଜଣେ ଛାତ୍ରଙ୍କୁ କ୍ୟାମ୍ପସ ବାହାରେ ରାଗିଙ୍ଗ କରାଯାଇଥିବା ଅଭିଯୋଗ ହୋଇଛି। ବିଟେକ୍ ପ୍ରଡକ୍ସନ୍ ଇଂଜିନିୟରିଙ୍ଗ ଦ୍ୱିତୀୟ ବର୍ଷ ଛାତ୍ର ରାଗିଙ୍ଗ ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜଣେ ସାଙ୍ଗ ସହ ଜଳଖିଆ ଖାଇବାକୁ ଯାଉଥିବା ବେଳେ ୬ ଜଣ ସିନିଆର ଛାତ୍ର ପୀଡ଼ିତ ଛାତ୍ରଙ୍କୁ ତାଙ୍କ ନାଁ ପଚାରିବା ପରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
powered by social2s

