୭ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ଓଡ଼ିଶାର ସବୁଠୁ ଥଣ୍ଡା ସହର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ୧୨ ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି।ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଛି।ଏହା ରାଜ୍ୟର ସର୍ବନିମ୍ନ ତାପମାତ୍ରା। ସେହିପରି ଦାରିଙ୍ଗବାଡ଼ିର ତାପମାତ୍ରା ୭.୫ ଡିଗ୍ରୀ, କୋରାପୁଟ ୭.୫ ଡିଗ୍ରି, ସୁନ୍ଦରଗଡ ୯.୫, ଟିଟିଲାଗଡ଼ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ଭବାନୀପାଟଣା ୧୦ ଡିଗ୍ରି, ସୋନପୁର ୧୦.୫ ଡିଗ୍ରୀ, କେନ୍ଦୁଝର ୧୧, ବଲାଙ୍ଗୀର ୧୧, ଅନୁଗୁଳ ୧୧, ମାଲକାନଗିରି ୧୧.୫ ଓ ଚାନ୍ଦବାଲି ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

powered by social2s