କଟକ: କଟକରେ ୨ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଚିନ୍ତା, ଉଭୟ ବ୍ୟକ୍ତି ନାଇଜେରିଆରୁ ଫେରିଛନ୍ତି। ସେମାନଙ୍କର ନମୁନା ଜିନମ ସିକ୍ୱେନସିଂ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଲା ଜିଲ୍ଲା ପ୍ରଶାସନ। ଦୁଇ ନାଇଜେରିଆ ଫେରନ୍ତାଙ୍କ ଠାରୁ ଆଉ ୫ଜଣ ସଂକ୍ରମିତ ହୋଇଥିବା ସୂଚନା।
powered by social2s

