କେନ୍ଦୁଝର ଜିଲ୍ଲା ପାଟଣା ଥାନା NH-୨୨୦ ଖୁଞ୍ଜିବେଡ଼ାରେ ଦୁର୍ଘଟଣା ଘଟିଛି।
ରାସ୍ତାକଡ଼ ପୋଲରେ ପିଟିହେଲା କାର, ଟାଟା ଅଞ୍ଚଳରେ ଦମ୍ପତି ଗୁରୁତର ।
ପରିବାରର ୪ ଜଣ ପୁରୀ ବୁଲିବାକୁ ଯାଉଥିବା ବେଳେ ଦୁର୍ଘଟଣା।
ଜାମସେଦପୁରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ ପରିବାର ଲୋକେ।
powered by social2s