ଭୁବନେଶ୍ୱର ରେ ୨ ଏଏନଏମ ଙ୍କ ଆତ୍ମାହୁତି ଉଦ୍ୟମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
 
ଭୁବନେଶ୍ୱର: ବିଧାନସଭା ସମ୍ମୁଖ ରେ ଥିବା ଧ।ରଣାସ୍ଥଳରେ ସ୍ଥାୟୀ ନିଯୁକ୍ତି ଦାବିକାରୀ ଦୀର୍ଘଦିନ ଧରି ଶୀତ କାକରରେ ଆନ୍ଦୋଳନରେ ବସିଥିବା ୨ ଏଏନଏମ ସ୍ୱାସ୍ଥ୍ୟ କର୍ମୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣ।ପଡିଛି।
 
ଦେହ ରେ କିରାସିନି ଢାଳିବା ବେଳେ ତାଙ୍କୁ ଉଦ୍ଧାର କଲେ ଧାରଣା ରେ ବସିଥିବା ଅନ୍ୟ ସହଯୋଗୀ।
 
ଖବର ପାଇ ଘଟଣାସ୍ଥଳ ରେ ପୁଲିସ ପହଂଚି ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ନେଇଥିଲା।
 
ସ୍ଥାୟୀ ନିଯୁକ୍ତି ଦାବି ରେ ଏଏନଏମ ମ।ନେ ଦୀର୍ଘ ୧୮ ଦିନ ହେବ ଧାରଣା ରେ ବସିଛନ୍ତି।
powered by social2s