ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଦ୍ୱିତୀୟ ଦିନରେ ଆଜି ତପୋବନ ହାଇସ୍କୁଲ୍ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ହାଇସ୍କୁଲ୍ ପରିସରରେ ରାଷ୍ଟ୍ରପତିଙ୍କୁ ଦିଆଗଲା ସ୍ୱାଗତ ସମ୍ବର୍ଦ୍ଧନା। ପରେ ସେ ୟୁନିଟ ୨ ବାଳିକା ହାଇସ୍କୁଲ୍ ରେ ପହଞ୍ଚି ପିଲା ମାନଙ୍କ ସହିତ କଥା ହୋଇଥିଲେ। ୟୁନିଟ ୨ ହାଇସ୍କୁଲ୍ ହଷ୍ଟେଲରେ ରହି ପାଠ ପଢୁଥିଲେ ରାଷ୍ଟ୍ରପତି। ୧୯୭୦ ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ।
powered by social2s

