ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସିଂହଦ୍ୱାରରେ ଲାଗିଲା ଅସ୍ଥାୟୀ କବାଟ। ମୂଖ୍ୟ କବାଟ ବିପଦଶଙ୍କୁଳ ଅବସ୍ଥାରେ ରହିଥିବାରୁ ଏହା ଗତ ୯ ତାରିଖରୁ ବନ୍ଦ ରଖାଯାଇଥିଲା। ମୁଖ୍ୟ କବାଟ ବନ୍ଦ ଥିବାରୁ ଉତ୍ତର ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ। ନଭେମ୍ବର ୧୬ ତାରିଖ ସୁଦ୍ଧା କବାଟ ମରାମତି ସରିବା ନେଇ ଲଖ୍ୟ୍ ରହିଛି।
powered by social2s