Warning: getimagesize(/home/odiaray/public_html/images/IMG-20221114-WA0045.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

କୁଆଖାଇ ନଦୀ ପଠାରେ ଜମୁଛି ଭୁବନେଶ୍ୱର ବାଲିଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରେ ଜମୁଛି ବାଲିଯାତ୍ରା। ବାଲିଯାତ୍ରା ଲାଗି ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବିଶେଷ କରି ଖାଇବା ଷ୍ଟଲ ମାନଙ୍କରେ ଲାଗୁଛି ଲମ୍ବା ଧାଡ଼ି। ଖାଦ୍ୟପେୟ, କିଣାକିଣି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ଯ ୨ଟି ଷ୍ଟେଜର ଆୟୋଜନ କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରାରେ ଲାଗିଛି ପ୍ରାୟ ୫୦୦ ରୁ ଅଧିକ ଷ୍ଟଲ୍ । ନଭେମ୍ବର ୧୬ ତାରିଖ ଯାଏଁ ରହିବ ବାଲିଯାତ୍ରା।

powered by social2s