ପୁରୀରେ ଏଣିକି ହେବ ସ୍ୱଳ୍ପ ମୂଲ୍ୟରେ ଶ୍ରଦ୍ଧାଳୁ ଙ୍କ ପାଇଁ ରହଣି ବ୍ୟବସ୍ଥା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ପୁରୀରେ ଏଣିକି ହେବ ସ୍ୱଳ୍ପ ମୂଲ୍ୟରେ ଶ୍ରଦ୍ଧାଳୁ ଙ୍କ ପାଇଁ ରହଣି ବ୍ୟବସ୍ଥା। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷଣ କୁମାର।

 

୧୦୦ ରୁ ୧୫୦ ଟଙ୍କା ଦେଇ ରହିପାରିବେ ଶ୍ରଦ୍ଧାଳୁ। ବାସେଲି ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜମି ଚିହ୍ନଟ ହୋଇଛି । ୩ ରୁ ୪ ହଜାର ଲୋକଙ୍କ ପାଇଁ ରହଣି ବ୍ୟବସ୍ଥା ହେବ ବୋଲି କହିଛନ୍ତି କୁମାର।

powered by social2s