ଭୁବନେଶ୍ୱର ରେ ପରିତ୍ୟକ୍ତ ଗାଡି ଉଠା ଅଭିଯାନ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: କମିସନେରଟେ ପୋଲିସ ପକ୍ଷରୁ ଭୁବନେଶ୍ୱର ରେ ଆରମ୍ଭ ହେଲା ପରିତ୍ୟକ୍ତ ଗାଡି ଉଠା ଅଭିଯାନ। 
 
ଆଜି ରାଜଧାନୀ ର ରସୁଲଗଡ, ବରମୁଣ୍ଡା ଓ କଳ୍ପନା ଅଂଚଳ ରୁ ଉଠିଲା ପରିତ୍ୟକ୍ତ ଅବସ୍ଥା ରେ ଦୀର୍ଘ ଦିନ ହେଲା ପଡିରହିଥିବା ଗାଡି।
 
ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଯେ ଗାଡି ମାଲିକଙ୍କୁ ଫୋନ କିମ୍ବା ମଇକ ଯୋଗେ ସତର୍କ କରାଯାଉଛି। ପରିତ୍ୟକ୍ତ ଅବସ୍ଥାରେ ବିଭିନ୍ନ ଜାଗାରେ ପଡିରହିଥିବା ଗାଡି ଉଠେଇବା ପାଇଁ ମାଲିକ ମାନଙ୍କୁ ସମୟ ଦିଆଯିବ। ଖିଲାପ କଲେ ଗାଡି ଟଣା ହେବ। 
 
ଜୋରିମାନା ସହ ଗାଡି ଟଣା ଖର୍ଚ୍ଚ ମଧ୍ୟ ଦେବେ ମାଲିକ।
powered by social2s