![]()
ଭୁବନେଶ୍ୱର: ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜି କ୍ରାଇମ ବ୍ରାଞ୍ଚ ଗିରଫ କରିଛି।
ଆସନ୍ତା କାଲି ଅଭିଯୁକ୍ତକୁ ନୟାଗଡ଼ ପୋକ୍ସl କୋର୍ଟକୁ ନିଆଯିବ। ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ମାମଲାର ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ ଏସଆଇଟି।
ଯଦୁପୁର ଗାଁ ନାବାଳିକା ଜୁଲାଇ ୧୪ ରୁ ନିଖୋଜ ଥିଲା। ଜୁଲାଇ ୨୩ ରେ ନାବାଳିକାର କଙ୍କାଳ ଜବତ ହୋଇଥିଲା।
powered by social2s

