ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଦାରିଙ୍ଗବାଡି: ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି।

 

ଦାରିଙ୍ଗବାଡ଼ି, ସୀମନବାଡ଼ି ଓ ସାରିଙ୍ଗି ଇର୍ପିରେ ତୁଷାରପାତ ଦେଖିବାପାଇଁ ସକାଳୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲ।

 

ଦାରିଙ୍ଗବାଡି ରେ ୫ ଡିଗ୍ରୀ ସେଲ୍ସିଏସ ତଳକୁ ଖସିଲା ତାପମାତ୍ରା।

 

powered by social2s